Jump to content

ପ୍ରାପ୍ତାପରାଧ

ଉଇକିଅଭିଧାନ‌ରୁ

ପ୍ରାପ୍ତାପରାଧ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାପ୍ତାପରାଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ପ୍ରାପ୍ତ+ଅପରାଧ)

[ସମ୍ପାଦନା]

ଅପରାଧ ଗ୍ରସ୍ତ; ଯେ ଅପରାଧଭାଗୀ ହୋଇଅଛି — Convicted; adjudged guilty.