Jump to content

ପ୍ରାପ୍ତ କାଳ

ଉଇକିଅଭିଧାନ‌ରୁ

ପ୍ରାପ୍ତ କାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପ୍ରାପ୍ତ+କାଳ)

[ସମ୍ପାଦନା]
୧. ଯାହାର ମରଣକାଳ ଉପସ୍ଥିତ ହୋଇଅଛି; ଆସନ୍ନମୃତ୍ୟୁ — ୧. Whose death is imminent.
୨. ପ୍ରାପ୍ତ ଯୌବନ — ୨. Major; of age.
୩. ଯେ ଉପଯୁକ୍ତ ଅବକାଶ ପାଇଅଛି; ପ୍ରାପ୍ତାବକାଶ — ୩. Having obtained leisure.
୪. ଯାହାର ଉପଯୁକ୍ତ ସମୟ ଘଟିଅଛି — ୪. Seasonable; opportune.

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]
୧. ଉପଯୁକ୍ତ ସମୟ — ୧. Fit or proper time.
୨. ମରିବାର ଅବ୍ୟବହିତ ପୂର୍ବକାଳ — ୨. Time of impending death.