Jump to content

ପ୍ରାପ୍ୟ

ଉଇକିଅଭିଧାନ‌ରୁ

ପ୍ରାପ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ପ୍ର+ଆପ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ଲଭ୍ୟ — ୧. Obtainable; attainable.
୨. ପାଉଣା — ୨. Due.
୩. ଗମ୍ୟ — ୩. Approachable; knowable.
୪. ଅର୍ଜନୀୟ — ୪. Acquirable.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପାଉଣା ଧନ — Dues.