Jump to content

ପ୍ରାବରଣ

ଉଇକିଅଭିଧାନ‌ରୁ

ପ୍ରାବରଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାବାର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଆବରଣ)

[ସମ୍ପାଦନା]
୧. ପ୍ରକୃଷ୍ଟ ଆବରଣ — ୧. Excellent covering.
୨. ଓଢ଼ଣୀ; ଉତ୍ତରୀୟ ବସ୍ତ୍ର; ଓଢ଼ଣ — ୨. The upper garment; shest put on the upper part of the body; scarf; a cloak.
୩. ଓଢ଼ଣା — ୩. A veil.
୪. ଢାଙ୍କୁଣି (ହିନ୍ଦୀ - ଶ) — ୪. Lid; covering.