ପ୍ରାବରଣ ଷଷ୍ଠୀ
ଓଢ଼ଣଷଷ୍ଠୀ; ମାର୍ଗଶିର ଶୁକ୍ଳଷଷ୍ଠୀ — The ୬th day of the bright fortnight of the month of Mārgasira.
[ଦ୍ରଷ୍ଟବ୍ୟ —ଏହା ଗୋଟିଏ ପର୍ବଦିନ; ଏହି ଦିନଠାରୁ ଦେବ— ବିଗ୍ରହମାନଙ୍କୁ ଶୀତବସ୍ତ୍ରରେ ଘୋଡ଼ାଇ ଦିଆଯାଏ]