Jump to content

ପ୍ରାବାସିକ

ଉଇକିଅଭିଧାନ‌ରୁ

ପ୍ରାବାସିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରବାସ+ସମ୍ୱନ୍ଧାର୍ଥେ. ଇକ)

[ସମ୍ପାଦନା]
୧. ପ୍ରବାସ ସମ୍ୱନ୍ଧୀୟ — ୧. Relating to sojourn.
୨. ପ୍ରବାସ ଯୋଗ୍ୟ; ପ୍ରବାସରେ ବ୍ୟବହାରର ଉପଯୋଗୀ — ୨. Fit for use during sojourn or in camp.