Jump to content

ପ୍ରାବୀଣ୍ୟ

ଉଇକିଅଭିଧାନ‌ରୁ

ପ୍ରାବୀଣ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରବୀଣ+ଭାବ. ଯ)

[ସମ୍ପାଦନା]
୧. ପ୍ରବୀଣତା; ନୈପୁଣ୍ୟ — ୧. Skilfulness.
୨. ଚତୁରତା; ଦକ୍ଷତା — ୨. Cleverness; dexterity.