Jump to content

ପ୍ରାବୃଟ

ଉଇକିଅଭିଧାନ‌ରୁ

ପ୍ରାବୃଟ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାବୃଷା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଆ+ବୃଷ ଧାତୁ=ବୃଷ୍ଟି କରିବା+କର୍ତ୍ତୃ. କ୍ୱିପ; ପ୍ରାବୃଷ ଶଦ୍ଦ ୧ମା. ୧ବ)

[ସମ୍ପାଦନା]
୧. ବର୍ଷାକାଳ; ବର୍ଷାଋତୁ — ୧. The rainy season; the rains.
୨. ଶ୍ରାବଣ ଓ ଭାଦ୍ରମାସ — ୨. The months of Ṡrābaṇa and Bhādra (July-August).
୩. କଦମ୍ୱ ଗଛ — ୩. The Kadamba tree.