Jump to content

ପ୍ରାବୃତ

ଉଇକିଅଭିଧାନ‌ରୁ

ପ୍ରାବୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଆ+ବୃ ଧାତୁ+କର୍ମ. ତ)

[ସମ୍ପାଦନା]
୧. ଆଚ୍ଛାଦିତ — ୧. Covered; screened.
୨. ବେଷ୍ଟିତ — ୨. Enclosed.

ସଂସ୍କୃତ - ବିଶେଷ୍ୟ - (+କରଣ. ତ)

[ସମ୍ପାଦନା]

ପ୍ରାବରଣ; ଓଢ଼ଣା — A veil; mantle; cloak.