Jump to content

ପ୍ରାବୃଷିଜ

ଉଇକିଅଭିଧାନ‌ରୁ

ପ୍ରାବୃଷିଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରାବୃଷି=ବର୍ଷାଋତୁରେ+ଜନ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯାହା ବର୍ଷାକାଳରେ ଜନ୍ମେ — Growing during the rainy season.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କଦମ୍ୱ ଗଛ — ୧. The Kadamba tree.
୨. ଗିରିମଲ୍ଲିକା; କୁଟଜ ଗଛ — ୨. A medicinal plant; Coraya Echites; Antidysenterica.
୩. ଧାରା କଦମ୍ୱ; କେଳି କଦମ୍ୱ — ୩. A kind of Kadamba tree.
୪. ବର୍ଷାକାଳୀନ ତୀକ୍ଷ୍ଣବାୟୁ; ଝଞ୍ଜାବାତ; (ହିନ୍ଦୀ - ଶ.) — ୪. Sharp wind blowing in the rainy season.