ପ୍ରାବୋଧିକ
ଦେଖଣା
ପ୍ରାବୋଧିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପ୍ରବୋଧ=ଜାଗରଣ+ଇକ;-ଯେତେବେଳେ ସମସ୍ତେ ନିଦରୁ ଉଠନ୍ତି)
[ସମ୍ପାଦନା]- ୧. ଉଷାକାଳ; ସକାଳ — ୧. Dawn; morning.
- ୨. ମାଗଧ; ଯେଉଁ ଭାଟ ସକାଳୁ ସ୍ତୁତି ପାଠ କରି ରାଜାଙ୍କ ନିଦ ଭଙ୍ଗାଏ — ୨. A ministrel whose duty is to awaken a king in the morning by reciting panegyrics.
- ୩. ମଗଧ ଦେଶୀୟ ସ୍ତୁତିପାଠକ — ୩. A ministrel of the Magadha country.