ପ୍ରାଭବ
ଦେଖଣା
ପ୍ରାଭବ
ଉଚ୍ଚାରଣ
[ସମ୍ପାଦନା][ପ୍ରାଭବତ୍ୟ—ଅନ୍ୟରୂପ (ହିନ୍ଦୀ - ଶ.)]
ସଂସ୍କୃତ - ବିଶେଷ୍ୟ - (ପ୍ରଭୁ+ଭାବ. ଅ)
[ସମ୍ପାଦନା]- ୧. ପ୍ରଭୁତା — ୧. Mastery.
- ୨. ଶ୍ରେଷ୍ଠତା — ୨. Superiority.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ପରାଭାବ)— ପରାଭବ; ଅପମାନ — ୧. Insult.
ପାଣ୍ଡବଙ୍କ ପ୍ରାତବ ଦେଇଥିଲି ମୁହଁ ଏବେ ତାଙ୍କ ଘେନି ଅଇଲି ପ୍ରାଣ ପାଇ କୃଷ୍ଣସିଂହ, ମହାଭାରତ, ବନ
- ୨. (ସଂସ୍କୃତ - ପ୍ରଭାବ) ପରାକ୍ରମ; ଶକ୍ତି — ୨. Power; influence.
ଆମ୍ଭେ ମାରିବାର ଯାଏ ସେ କି ପାଞ୍ଚିବ, ମନୁଷ୍ୟ ଜନ୍ମ ସିନା କେତେ ତା ପ୍ରାଭବ କୃଷ୍ଣସିଂହ, ମହାଭାରତ ବନ