ପ୍ରାମାଣ୍ୟ
ଦେଖଣା
ପ୍ରାମାଣ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରମାଣ+ସମ୍ୱନ୍ଧେ. ଯ)
[ସମ୍ପାଦନା]- ୧. ପ୍ରମାଣ ସମ୍ୱନ୍ଧୀୟ — ୧. Relating to proof.
- ୨. ପ୍ରମାଣଯୋଗ୍ୟ —୨. Provable.
- ୩. ପ୍ରମାଣସିଦ୍ଧ —୩. Established by proof; well authenticated.
ସଂସ୍କୃତ - ବିଶେଷ୍ୟ - (+ଭାବେ. ଯ)
[ସମ୍ପାଦନା]- ୧. ବିଶ୍ୱାସ୍ୟତା — ୧. Trustworthiness; authenticity.
- ୨. ମାନମର୍ଯ୍ୟାଦା (ହିନ୍ଦୀ - ଶବ୍ଦସାଗର) — ୨. Etiquette.