Jump to content

ପ୍ରାମାଦିକ

ଉଇକିଅଭିଧାନ‌ରୁ

ପ୍ରାମାଦିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରାମଦ+ଭବାର୍ଥେ. ଇକ)

[ସମ୍ପାଦନା]
୧. ପ୍ରମାଦ ଘଟିତ; ଅନବଧାନ ଘଟିତ — ୧. Due to inadvertence or negligence or carelessness.
୨. ଦୋଷଯୁକ୍ତ —୨. Defective.
୩. ଦୁଷିତ —୩. Contaminated; spoiled.