ପ୍ରାରବ୍ଧ
ଦେଖଣା
ପ୍ରାରବ୍ଧ
ଉଚ୍ଚାରଣ
[ସମ୍ପାଦନା]ପ୍ରାରମ୍ଭ, ପ୍ରାରବ୍ଧିବି
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ପ୍ର+ଆରବ୍ଧ)
[ସମ୍ପାଦନା]- ୧. କୃତାରମ୍ଭ; ଆରମ୍ଭ କରାଯାଉ ଥିବା — ୧. Commenced; begun.
- ୨. ପୂର୍ବ ଜନ୍ମରେ ଆରମ୍ଭ କରାଯାଇ ଥିବା — Begun in one's past existence.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଭାଗ୍ୟ; ଅଦୁଷ୍ଟ — ୧. Fate; destiny.
- ୨. ପୂର୍ବଜନ୍ମରେ ଆରମ୍ଭ କରାଯାଇ ଥିବା — ୨. Merit or demerit earned in a former stage or existence.