Jump to content

ପ୍ରାରବ୍ଧ କର୍ମ

ଉଇକିଅଭିଧାନ‌ରୁ

ପ୍ରାରବ୍ଧ କର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(କର୍ମଧା; ପ୍ରାରବ୍ଧ+କର୍ମ)

[ସମ୍ପାଦନା]
୧. ଆରମ୍ଭ କରା ଯାଇଥିବା କାର୍ଯ୍ୟ —୧. A. Work which has once begun.
୨. ପୂର୍ବଜନ୍ନାର୍ଜିତ କର୍ମ ବା ଅଦୃଷ୍ଟ —୨. Fate; destiny; the fruits of deeds done ina past existence.