Jump to content

ପ୍ରାରମ୍ଭ

ଉଇକିଅଭିଧାନ‌ରୁ

ପ୍ରାରମ୍ଭ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଆରମ୍ଭ)

[ସମ୍ପାଦନା]
୧. ଆରମ୍ଭ; ଉପକ୍ରମ — ୧. Commencement; beginning.
୨. କରିବା ନିମନ୍ତେ ଉପକ୍ରମ କରାଯିବା କାର୍ଯ୍ୟ; ଯେଉଁ କାର୍ଯ୍ୟକୁ କରିବା ସକାଶେ ଆରମ୍ଭ କରାଯାଏ —୨. Undertaking; a deed which a person undertakes to do.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ସତ୍କର୍ମକାରୀ (ପ୍ରକୃତିବାଦ) — Performing good acts.