Jump to content

ପ୍ରାରମ୍ଭିକ

ଉଇକିଅଭିଧାନ‌ରୁ

ପ୍ରାରମ୍ଭିକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ପ୍ରାରମ୍ଭ+ଭବାର୍ଥେ. ଇକ)

[ସମ୍ପାଦନା]

ଆଦ୍ୟ; ପ୍ରାଥମିକ — Opening; primary.

(ଯଥା—ପ୍ରାରମ୍ଭିକ ସଙ୍ଗୀତ; ପ୍ରାରମ୍ଭିକ ଭାଷଣ)