ପ୍ରାର୍ଥନା ସମାଜ
ଦେଖଣା
ପ୍ରାର୍ଥନା ସମାଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)
[ସମ୍ପାଦନା]ବ୍ରାହ୍ମସମାଜର ପଦ୍ଧତି ଅନୁସାରେ ଏକେଶ୍ୱରଙ୍କୁ ଜାତି ନିର୍ବିଶେଷରେ ବହୁଲୋକ ମିଳି ପ୍ରାର୍ଥନା କରିବା ନବୀ ସଂପ୍ରଦାୟବିଶେଷ — Name of a modern theological society.
[ ଦ୍ର—ଏ ସମାଜର ବ୍ୟକ୍ତିମାନେ ମୂର୍ତ୍ତିପୂଜା ଓ ଜାତିଭେ ମାନନ୍ତି ନାହିଁ; ବଙ୍ଗଦେଶରେ ବ୍ରହ୍ମସମାଜ ପରି ଦକ୍ଷିଣ ଭାରତର ମାନ୍ଦ୍ରାଜ ଓ ବୋମ୍ୱେ ଅଞ୍ଚଳରେ ଏହି ସମ୍ପ୍ରଦାୟ ନାନା ସ୍ଥାନରେ ପ୍ରତିଷ୍ଠିତ ହୋଇଅଛି]