Jump to content

ପ୍ରାର୍ଥନୀୟ

ଉଇକିଅଭିଧାନ‌ରୁ

ପ୍ରାର୍ଥନୀୟ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାର୍ଥୟିତବ୍ୟ; ପ୍ରାର୍ଥ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପ୍ର+ଅର୍ଥ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]

ଯାଚନୀୟ, ଯାଚିତବ୍ୟ; ମାଗିବାର ଯୋଗ୍ୟ —Fit to be prayed for.