Jump to content

ପ୍ରାର୍ଥୀ

ଉଇକିଅଭିଧାନ‌ରୁ

ପ୍ରାର୍ଥୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାର୍ଥିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପ୍ର+ଅର୍ଥିନ୍)

[ସମ୍ପାଦନା]

ପ୍ରାର୍ଥନାକାରୀ; ପ୍ରାର୍ଥୟିତା — Soliciting.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଉମେଦ୍ୱାର୍ — ୧. Apprentice; candidate.
୨. ନିବେଦକ —୨. Applicant; suitor.
୩. କୌଣସି ଦ୍ରବ୍ୟ ପାଇବା ପାଇଁ ଉଚ୍ଛୁକ ବ୍ୟକ୍ତି — ୩. A person who is desirous of something.