Jump to content

ପ୍ରାଲବ୍ଧ (ଇତ୍ୟାଦି)

ଉଇକିଅଭିଧାନ‌ରୁ

ପ୍ରାଲବ୍ଧ (ଇତ୍ୟାଦି)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଆ+ଲବ୍ଧ)

[ସମ୍ପାଦନା]
୧. ପ୍ରାରବ୍ଧ ଉତ୍ୟାଦି (ଦେଖ) - Prārabdha etc (See)
୨. ପୂର୍ବଜନ୍ମାର୍ଜିତ —୨. Earned as the result of one's actioṅs ina previous existence.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଦୃଷ୍ଟ; କପାଳ; ଭାଗ୍ୟ — Fate; destiny; luck.