Jump to content

ପ୍ରାଲମ୍ୱ

ଉଇକିଅଭିଧାନ‌ରୁ

ପ୍ରାଲମ୍ୱ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଲମ୍ୱକ, ପ୍ରାଲମ୍ୱିକାଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ପ୍ର+ଆ+ଲମ୍ୱ ଧାତୁ=ଓହୋଳିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ସରଳ ଲମ୍ୱମାନ କଣ୍ଠହାରବିଶେଷ; ଗୋପ; ବେକରୁ ଛାତି ପର୍ଯ୍ୟନ୍ତ ଲମ୍ୱିଥିବା ମାଳା; ଲମ୍ୱ ହାର —
୨. A long necklace; garland hanging round the neck up to the breast.
୨. ଦଉଡ଼ି ପରି ଲମ୍ୱିଥିବା ବସ୍ତୁ (ହିନ୍ଦୀ - ଶ) — ୨. Any hanging thing.