Jump to content

ପ୍ରାଳେୟ

ଉଇକିଅଭିଧାନ‌ରୁ

ପ୍ରାଳେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଆ+ଲୀ ଧାତୁ=ଲୀନ ହେବା+କର୍ତ୍ତୃ. ଯ)

[ସମ୍ପାଦନା]
୧. ହିମ; ଶିଶିର —୧. Frost.
୨. କାକର —୨. Dew.
୩. ବରଫ; ତୁଷାର —୩. Snow.
୪. (ଭୂଗର୍ଭଶାସ୍ତ୍ର) ଉତ୍ତର ଧ୍ରୂବ ନିକଟବର୍ତ୍ତୀ ସ୍ଥାନରେ ଅସହ୍ୟ ଶୀତର (ହିନ୍ଦୀ - ଶବ୍ଦସଗର) — ୪. (geology) The time of intense cold in the north polar regions.