Jump to content

ପ୍ରାଶନ

ଉଇକିଅଭିଧାନ‌ରୁ

ପ୍ରାଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଅଶ୍ ଧାତୁ=ଖାଇବା+ଭାବ. ଅନ)

[ସମ୍ପାଦନା]
୧. ଅଶନ; ଭୋଜନ —୧. Eating.
୨. ଚାଖିବା (ହିନ୍ଦୀ - ଶ.) —୨. Tasting.