Jump to content

ପ୍ରାଶିତ

ଉଇକିଅଭିଧାନ‌ରୁ

ପ୍ରାଶିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଅଶ୍ ଧାତୁ+କର୍ମ. ତ)

[ସମ୍ପାଦନା]

ଭକ୍ଷିତ; ଭୁକ୍ତ; ଖିଆଯାଇ ଥିବା —Eaten; partaken.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (+ଭାବ. ତ) ଭକ୍ଷଣ — Eaten; partaken.
୨. (+କରଣ ତ) ପିତୃଯଜ୍ଞ; ତର୍ପଣ —୨. Offering of oblation of water to one's decesed ancestors.