ପ୍ରାଶ୍ଚିତ ଲାଗିବା
ଦେଖଣା
ପ୍ରାଶ୍ଚିତ ଲାଗିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଶ୍ଚିତ ଲାଗିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ପାତକ ନିମନ୍ତେ କୌଣସି ବ୍ୟକ୍ତିର ପ୍ରାୟିଶ୍ଚିତ୍ତାର୍ହ ବିବେଚିତ ହେବା ଅବସ୍ଥା — The state of a person being considered liable to perform expiation for some sin.
(ଯଥା—ତାକୁ ଗୋବଧ ପ୍ରାଶ୍ଚିତ ଲାଗିବା ହେତୁ ସେ ବଡ଼ ହଇରାଣରେ ପଡ଼ିଛି)