Jump to content

ପ୍ରାଶ୍ନିକ

ଉଇକିଅଭିଧାନ‌ରୁ

ପ୍ରାଶ୍ନିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରଶ୍ନ+କାରୀ ଅର୍ଥରେ .ଇକ)

[ସମ୍ପାଦନା]
୧. ପ୍ରଶ୍ନକାରୀ — ୧. Questioning.
୨. ପ୍ରଶ୍ନ ମୀମାଂସକ; ପ୍ରଶ୍ନ ଶ୍ରବଣ ପୂର୍ବକ ମୀମାଂସାକାରୀ — ୨. Settling or deciding a matter by hearing questions; solving questions.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରଶ୍ନକର୍ତ୍ତା; ଜିଜ୍ଞାସକ — ୧. Interrogator; questioner; enquirer.
୨. ପରୀକ୍ଷକ —୨. Examiner.
୩. (ନବ୍ୟ ପ୍ରୟୋଗ) ସଭାର ସଭ୍ୟ — ୩. Member of an association.
୪. (ନବ୍ୟ ପ୍ରୟୋଗ) ସଭାର ସହକାରୀ ସଭ୍ୟ — ୪. An associate member of an association.