Jump to content

ପ୍ରାସଙ୍ଗିକ

ଉଇକିଅଭିଧାନ‌ରୁ

ପ୍ରାସଙ୍ଗିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ପ୍ରସଙ୍ଗ+ଉପସ୍ଥିତି ଅର୍ଥରେ ଇକ)

[ସମ୍ପାଦନା]
୧. ପ୍ରସଙ୍ଗକ୍ରମେ ଉତ୍ଥାପିତ; ପ୍ରସଙ୍ଗାଗତ — ୧. Incidental.
୨. ସମ୍ୱନ୍ଧଯୁକ୍ତ; ସମ୍ପର୍କୀୟ —୨. Related; relevant; topical; closely connected.
୩. ସମୟୋପଯୋଗୀ; ପ୍ରସଙ୍ଗୋପଯୋଗୀ — ୩. Seasonable; fit to be diseussed.
୪. ସ୍ୱାଭାବିକ; ସ୍ୱତଃଜାତ — ୪. Innatel; natural.
୫. ଅଭେଦ୍ୟଭାବରେ ସମ୍ୱଦ୍ଧ — ୫. Inseparably connected with.
୬. ଘଟନା ସମ୍ୱନ୍ଧୀୟ —୬. Accidental; episodical.
୭. ପ୍ରସଙ୍ଗ ସମ୍ୱନ୍ଧୀୟ —୭. Relating to prasaṅga.