Jump to content

ପ୍ରାସିକ

ଉଇକିଅଭିଧାନ‌ରୁ

ପ୍ରାସିକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରାସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପ୍ରାସ+ଇକ)

[ସମ୍ପାଦନା]
୧. କୁନ୍ତାସ୍ତ୍ର ସମ୍ୱନ୍ଧୀୟ — ୧. Relating to a dart or lance.
୨. ପ୍ରାସାସ୍ତ୍ରଧାରୀ —୨. Armed with a javelin.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ପ୍ରାସାସ୍ତ୍ରଧାରୀ ଯୋଦ୍ଧା —Lancer; spearman.