Jump to content

ପ୍ରାସ କରିବା

ଉଇକିଅଭିଧାନ‌ରୁ

ପ୍ରାସ କରିବା

ଉଚ୍ଚାରଣ

[ସମ୍ପାଦନା]

(ପ୍ରାସ ହେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. (ଦେହର କୌଣସି ଅଙ୍ଗ) ଦରଜ ହେବା; ଛୁଇଁବା ମାତ୍ରେ କଷ୍ଟାନୁଭୂତିଯୁକ୍ତ ହେବା — ୧. (any part of the body) To become sensitive to touch.
୨. ଦରଜ ଉତ୍ପାଦନ କରିବା —୨. To cause tenderness of the body; to cause a smart.

କର୍କଶ ସ୍ତନ ଯେ ଆମ୍ଭରି, ପ୍ରାସ କରିବା ବୋଲି ଡ଼ରି—ଜଗନ୍ନାଥ. ଭାଗବତ