Jump to content

ପ୍ରାୟଣ

ଉଇକିଅଭିଧାନ‌ରୁ

ପ୍ରାୟଣ

ଉଚ୍ଚାରଣ

[ସମ୍ପାଦନା]

(ପ୍ରାୟଣୀୟ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଆ+ଯା ଧାତୁ+ଭାବ. ଅନ)

[ସମ୍ପାଦନା]
୧. ସ୍ଥାନାନ୍ତର ଗମନ (ହିନ୍ଦୀ - ଶବ୍ଦସାଗର) — ୧. Going to another place.
୨. ଏକ ଶରୀର ତ୍ୟାଗ କରି ଅନ୍ୟ ଶରୀରକୁ ଗମନ — ୨. Going to one body by leaving another; transmigration.
୩. ଜନ୍ମାନ୍ତର (ହିନ୍ଦୀ - ଶବ୍ଦସାଗର) — ୩. Rebirth after death.
୪. ପାରଣା; ଉପବାସ ପରେ ଖିଆଯିବା ପଥ୍ୟ — ୪. Food taken at the time of breaking a fast.
୫. ପ୍ରାରଂଭ —୫. Commencement.