ପ୍ରାୟଶଃ
ଦେଖଣା
ପ୍ରାୟଶଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି. ବିଶେଷଣ - (ପ୍ରାୟ+ଶସ୍)
[ସମ୍ପାଦନା]- ୧. ଉପର୍ଯ୍ୟୁପରି; ସର୍ବଦା — ୧. Constantly; repeatedly.
- ୨. ଲଗାଲଗି; ଅମୁକ ସଂଖ୍ୟା ବା ଅବସ୍ଥାରୁ ସାମାନ୍ୟ ଅଳ୍ପ ବା ବେଶି —୨. Almost; nearly; more or less. approximately.
- ୩. ସାଧାରଣତଃ; ସଚରାଚର —୩. Ordinarily; commonly; usually; generally.
- ୪. ଅଧିକାଂଶ ଭାବରେ; ବହୁଧା — ୪. Mostly; for the most part.