ପ୍ରାୟଶ୍ଚିତ୍ତି
ଦେଖଣା
ପ୍ରାୟଶ୍ଚିତ୍ତି
ଉଚ୍ଚାରଣ
[ସମ୍ପାଦନା](ପ୍ରାୟଶ୍ଚିତ୍ତୀୟ—ବିଣ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - [ପ୍ରାୟଃ=ତପସ୍ୟା+ଚିତ୍ତ (ତ୍ତି)=ନିଶ୍ଚୟ]
[ସମ୍ପାଦନା]- ୧. ପାପକ୍ଷୟସାଧନ କର୍ମ — ୧. Expiation for sins; penance.
- ୨. କୃତ ଦୋଷର କ୍ଷୟସାଧନ — ୨. Atonement; amends.
- ୩. ଚିତ୍ତର ବିଶୁଦ୍ଧତା—ସାଧନ — ୩. Purification of one's heart.
[ ଦ୍ର—ଶାସ୍ତ୍ରରେ ଭିନ୍ନ ଭିନ୍ନ ଅତିପାତକ, ମହାପାତକ, ଅନୁପାତକ ଓ ଉପାପାତକ ଆଦି ନିମନ୍ତେ ବିଭିନ୍ନ ପ୍ରାୟଶ୍ଚିତ୍ତ ବିଧି ନିର୍ଦ୍ଦିଷ୍ଟ ହୋଇଅଛି ତପସ୍ୟା, ଈଶ୍ୱର ଭଜନ, ହୋମ, ଦାନ ଅନତାପ ଦଣ୍ଡଭୋଗ, ବ୍ରତ ଓ ଉପବାସ ଆଦି ଦ୍ୱାର ଜ୍ଞାନତଃ ଓ ଅଜ୍ଞାନତଃ କୃତ ପାପର ପ୍ରାୟଶ୍ଚିତ୍ତ କରାଯାଏ କେତେଗୁଡ଼ିଏ ପାପର ପ୍ରାୟଶ୍ଚିତ୍ତ— ସ୍ୱରୂପ ମୃତ୍ୟୁକୁ ମଧ୍ୟ ବରଣ କରିବାର ବିଧି ଅଛି]