ପ୍ରାୟାଣିକ
ଯାତ୍ରା ସମ୍ୱନ୍ଧୀୟ — Relating to starting in a journey.
ଶଙ୍ଖ ଚାମରାଦି ମଙ୍ଗଳ ଦ୍ରବ୍ୟ, ଯାହା ଯାତ୍ରା କରିବା ସମୟରେ ବ୍ୟବହୃତ ହୁଏ —Conch blown of a chowrie on the occasion of a person's starting on a mission.