Jump to content

ପ୍ରାୟୋଗିକ

ଉଇକିଅଭିଧାନ‌ରୁ

ପ୍ରାୟୋଗିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ପ୍ରୟୋଗ+ଇକ)

[ସମ୍ପାଦନା]
୧. ପ୍ରୟୋଗ ସମ୍ୱନ୍ଧୀୟ — ୧. Relating to prayoga.
୨. ପ୍ରଯୁକ୍ତ ହେବାର ଯୋଗ୍ୟ — ୨. Employable.
୩. ନିତ୍ୟ ପ୍ରୟୋଜନୀୟ — ୩. Used daily; which is a daily necessity.