Jump to content

ପ୍ରାୟୋପବିଷ୍ଟ

ଉଇକିଅଭିଧାନ‌ରୁ

ପ୍ରାୟୋପବିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ପ୍ରାୟୋପେତ, ପ୍ରାୟୋପବେଶୀଅନ୍ୟରୂପ

ପ୍ରାୟୋପତା, ପ୍ରାୟୋପବେଶିନୀସ୍ତ୍ରୀ

(ପ୍ରାୟୋପବେଶ—ବି)

ସଂସ୍କୃତ - ବିଶେଷଣ - ପୁଂ—(୭ମୀ ତତ୍; ପ୍ରାୟେ=ମୃତ୍ୟୁ ପର୍ଯ୍ୟନ୍ତ ଅନଶନରେ+ଉପବିଷ୍ଟ)

[ସମ୍ପାଦନା]
୧. ଉପବାସ ପୂର୍ବକ ପ୍ରାଣତ୍ୟାଗ କରିବା ନିମନ୍ତେ ଆସୀନ — ୧. Fasting to death.
୨. ଯେ ଉପବାସ କରି ମରିଅଛି — ୨. Dead as a result of fasting.