ପ୍ରିଣ୍ଟର୍
ଦେଖଣା
ପ୍ରିଣ୍ଟର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଇଂରାଜୀ - )
[ସମ୍ପାଦନା]- ୧. ମୁଦ୍ରାକର; ଯେ ବହି ଛାପେ — ୧. Printer.
- ୨. ଛପାଖାନାରେ ମୁଦ୍ରିତ ପୁସ୍ତକମାନଙ୍କ ପାଇଁ ସରକାରଙ୍କ ପାଖେ ଦାୟିତ୍ୱ ଗ୍ରହଣ କରିଥିବା ବ୍ୟକ୍ତି —୨. Printer; a person who takes upon himself the responsibility of all the printed matters in a press.