Jump to content

ପ୍ରିଭୀ କାଉନ୍ସିଲ୍

ଉଇକିଅଭିଧାନ‌ରୁ

ପ୍ରିଭୀ କାଉନ୍ସିଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଇଂ)

[ସମ୍ପାଦନା]
୧. ସମ୍ରାଟଙ୍କୁ ଶାସନ ଓ ବିଚାର କାର୍ଯ୍ୟରେ ପରାମର୍ଶ ଦେବା ପାଇଁ ଗଠିତ ସଭା —୧. The council of advisors to the Emperor.
୨. ସମଗ୍ର ଇଂରାଜ ସାମ୍ରାଜ୍ୟର ବିଭିନ୍ନ ଉଚ୍ଚତ୍ତମ ଅଦାଲତ ମାନଙ୍କରୁ ଅପିଲମାନ ବିଲାତର ଯେଉଁ ସର୍ବୋଚ୍ଚ ଅଦାଲତରେ ଶୁଣାଯାଏ —୨. Privy council.

[ଦ୍ରଷ୍ଟବ୍ୟ —ଏଥିର ବିଚାରପତିମାନେ ଅପିଲମାନଙ୍କ ଜବାବ ସବାଲ ଶୁଣିବା ପରେ ନିଜର ମତ ସମ୍ରାଟଙ୍କୁ ଜଣାନ୍ତି ଓ ସମ୍ରାଟଙ୍କ ଦସ୍ତଖତ ଓ ମୋହରରେ ଉକ୍ତ ଅପିଲ ମକଦମାମାନଙ୍କର ରାୟ ପ୍ରକାଶିତ ହୁଏ ]