ପ୍ରିମିୟମ୍
(ଇଂ) ଜୀବନଆଦି ବୀମା କରିବା ପାଇଁ କମ୍ପାନୀକୁ ବୀମାକାରୀଙ୍କର ନିଦ୍ଦିଷ୍ଟ ସମୟରେ ଦେୟ ନିର୍ଦ୍ଧାରିତ ଧନ —Premium paid by a policy holder for insurance.