Jump to content

ପ୍ରିୟକ

ଉଇକିଅଭିଧାନ‌ରୁ

ପ୍ରିୟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରିୟ+କ)

[ସମ୍ପାଦନା]
୧. ଅଳି; ଭ୍ରମର — ୧. Black bee.
୨. କୁଙ୍କୁମ; ଜାଫ୍ରାନ —୨. Saffron.
୩. ପ୍ରିୟଙ୍ଗୁ (ଦେଖ) - —୩. Priyaṅgu (See).
୪. ଚିତ୍ର ମୃଗ —୪. Spotted deer.
୫. କଦମ୍ୱ ବୃକ୍ଷ —୫. Kadamba tree.
୬. ନୀଳ ଅଶୋକ — ୬. The blue Aṡoka tree.
୭. ପିଆଶାଳ ଗଛ —୭. A kind of timber tree; Pentaptera Tomentosa.
୮. କାଙ୍ଗୁଧାନ୍ୟ (ହିନ୍ଦୀ - ଶ.) — ୮. A kind of minute food grain; Panicum.
୯. ମହୁମାଛି (ହିନ୍ଦୀ - ଶ.) —୯. Bee.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କଦମ୍ୱ ଫୁଲ — ୧. Kadamba flower.
୨. ପ୍ରୀତିପ୍ରଦ ବିଷୟ —୨. Pleasant thing.

(୧+୨: ) ବର୍ଷ ପୁଲକିତ ବିଚାରୁ ଏମନ୍ତ ପ୍ରିୟକ ଘେନି ଭଞ. ବୈଦେହୀଶବିଳାସ

ଦେଶଜ - ବିଶେଷଣ -

[ସମ୍ପାଦନା]

ପ୍ରିୟ —Pleasing.

ବିଦ୍ୟା ଲୋକରେ ପ୍ରିୟକ ମାଧବୀ ସଂଘାତ ଭଞ. ବୈଦେହୀଶବିଳାସ