Jump to content

ପ୍ରିୟକାରୀ

ଉଇକିଅଭିଧାନ‌ରୁ

ପ୍ରିୟକାରୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରିୟକାରିଣୀ, ପ୍ରିୟକରୀ, ପ୍ରିୟକାରିକା—ସ୍ତ୍ରୀ) 

(ପ୍ରିୟକର, ପ୍ରିୟକାରକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ(ପ୍ରିୟ+କୃ ଧାତୁ ଣିଚ୍+କର୍ତ୍ତୃ. ଇନ୍; ୧ମା. ୧ବ.)

[ସମ୍ପାଦନା]

ହିତକାରୀ; ଉପକାରୀ — Beneficient.