Jump to content

ପ୍ରିୟକୃତ୍

ଉଇକିଅଭିଧାନ‌ରୁ

ପ୍ରିୟକୃତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ରିୟ+କୃ ଧାତୁ+କୃର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ମଙ୍ଗଳକାରୀ; ଉପକାରୀ — ୧. Beneficient.
୨. ବନ୍ଧୁଭାବାପନ୍ନ —୨. Friendly.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବନ୍ଧୁ —୧. Friend.
୨. ବିଷ୍ଣୁ —୨. An epithet of Bishṇu.