Jump to content

ପ୍ରିୟଙ୍କରଣ

ଉଇକିଅଭିଧାନ‌ରୁ

ପ୍ରିୟଙ୍କରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରିୟଂ+କୃ ଧାତୁ+ଭାବ. ଅନ)

[ସମ୍ପାଦନା]

ତୁଷ୍ଟିଜନକ କର୍ମ; ସଦୟ ବ୍ୟବହାର —Pleasing act; kind treatment; act of kindness or favour.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. କୃତଜ୍ଞ —୧. Grateful.
୨. ଦୟା ସହକାରେ ବ୍ୟବହୃତ —୨. Treated kindly.