ପ୍ରିୟଙ୍କରୀ
ଦେଖଣା
ପ୍ରିୟଙ୍କରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ପ୍ରିୟଙ୍କର+ସ୍ତ୍ରୀ. ଈ)
[ସମ୍ପାଦନା]ପ୍ରିୟଙ୍କରର ସ୍ତ୍ରୀଲିଙ୍ଗ —Feminine of Priyaṅkara.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଧଳା ଫୁଲ ବାଲା ଝିଣ୍ଟି (ହିନ୍ଦୀ - ଶ.) — ୧. The white flowered variety of Barleria.
- ୨. ଅଶ୍ୱଗନ୍ଧା (ହିନ୍ଦୀ - ଶ.) (ଦେଖ) - — ୨. Aṡwagandhā (See)
- ୩. ବଡ଼ ଜୀବନ୍ତୀ (ହିନ୍ଦୀ - ଶ.) — ୩. A large variety of Jibantī herb.