Jump to content

ପ୍ରିୟଙ୍ଗୁ ଧାନ୍ୟ

ଉଇକିଅଭିଧାନ‌ରୁ

ପ୍ରିୟଙ୍ଗୁ ଧାନ୍ୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଅନ୍ୟ ସଂସ୍କୃତ - ନାମ—କଙ୍ଗୁ)

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଧାନ୍ୟବିଶେଷ; କାଙ୍ଗୁ ଧାନ — Panicum Italicum.

[ଦ୍ରଷ୍ଟବ୍ୟ —ଏହି ଧାନର ଚାଉଳ ସୁବାସିଯୁକ୍ତ, ଏଥିରେ ବାଳୁଙ୍ଗା ପରି ଶିଙ୍ଘ ଥାଏ ଏହା ରୋଗୀର ପଥ୍ୟ ବର୍ଣ୍ଣଭେଦରେ ଏହା ୪ ପ୍ରକାର ଯଥା— କୃଷ୍ଣ, ରକ୍ତ, ଶ୍ୱେତ ଓ ପୀତ; ତନ୍ମମଧ୍ୟରେ କୃଷ୍ଣ ଅପେକ୍ଷା ରକ୍ତ, ରକ୍ତ ଅପେକ୍ଷା ପୀତ, ପୀତ ଅପେକ୍ଷା ଶ୍ୱେତ ପ୍ରିୟଙ୍ଗୁର ଗୁଣ ଅଧିକତର ]