Jump to content

ପ୍ରିୟତା

ଉଇକିଅଭିଧାନ‌ରୁ

ପ୍ରିୟତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ପ୍ରିୟ+ଭାବାର୍ଥରେ ତା (ତ୍ୱ)]

[ସମ୍ପାଦନା]
୧. ପ୍ରୀତି; ପ୍ରେମ; ସ୍ନେହ — ୧. Love; affection; attachment.
୨. ପ୍ରିୟ ହେବାର ଭାବ —୨. The state of being dear.