Jump to content

ପ୍ରିୟଦର୍ଶୀ

ଉଇକିଅଭିଧାନ‌ରୁ

ପ୍ରିୟଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରୟଦର୍ଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ରିୟ+ଦୃଶ୍ ଧାତୁ+କର୍ତ୍ତୃ. ଇନ୍)

[ସମ୍ପାଦନା]

ଯେ ସମସ୍ତଙ୍କୁ ପ୍ରିୟଭାବରେ ଦେଖନ୍ତି —Looking pleasantly upon every one.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମହାରାଜ ଅଶୋକଙ୍କର ଗୋଟିଏ ନାମ —A name of king Aṡoka.

[ଦ୍ରଷ୍ଟବ୍ୟ —ପାଲିଭାଷାରେ ସଂସ୍କୃତ ପ୍ରିୟଦର୍ଶୀ ଶବ୍ଦ 'ପିଅଦଶୀ' ରୂପରେ ବ୍ୟବହୃତ ମହାରାଜ ଅଶୋକ ଅନୁଶାସନମାନଙ୍କରେ ଆପଣାକୁ 'ପିଅଦଶୀ' ନାମରେ ଅଭିହିତ କରିଅଛନ୍ତି ]