ପ୍ରିୟବାଦିନୀ
ଦେଖଣା
ପ୍ରିୟବାଦିନୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. କର୍ଣ୍ଣପ୍ରିୟ ଧ୍ୱନିକାରିଣୀ — ୧. Making pleasant sounds.
- ୨. ମିଷ୍ଟାଭାଷିଣୀ —୨. Speaking sweet words.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ପକ୍ଷୀ —A kind of bird (Apte).
ଦେଶଜ - ବିଶେଷଣ -
[ସମ୍ପାଦନା]ସ୍ୱାମୀର ଇଚ୍ଛାର ବିରୁଦ୍ଧାଚାରିଣୀ — Acting opposite to the husband's wishes.
ସଖି, ଏ ନିଶିରେ ପ୍ରିୟବାଦିନୀ ହୋଇବ ସଖି, ଏ ନିଶିରେ ପ୍ରିୟବାଦିନୀ ନୋହିବ ଭଞ୍ଜ. ପ୍ରେମସୁଧାନିଧି