Jump to content

ପ୍ରିୟବାଦୀ

ଉଇକିଅଭିଧାନ‌ରୁ

ପ୍ରିୟବାଦୀ

ଉଚ୍ଚାରଣ

[ସମ୍ପାଦନା]
(ପ୍ରିୟବାଦିନୀ—ସ୍ତ୍ରୀ) 

(ପ୍ରିୟବକ୍ତା, ପ୍ରିୟବାକ୍—ଅନ୍ୟରୂପ)

[ପ୍ରିୟବାଦିତା(ତ୍ୱ)ବି]

ସଂସ୍କୃତ - ବିଶେଷଣ - ପୁଂ. (ପ୍ରିୟ+ବଦ୍ ଧାତୁ+କର୍ତ୍ତୃ. ଇନ; ୧ମା. ୧ବ)

[ସମ୍ପାଦନା]
୧. ମିଷ୍ଟଭାଷୀ — ୧. Speaking sweet words.
୨. ଖୋସାମଦିଆ; ଚାଟୁକାର — ୨. Flattering.